8.ଚୂଡ଼ାନ୍ତ ତାଲିକା ଘୋଷଣା କଲା ଫିଫା, ୪୮ ଦଳର ୧୨୪୮ ଖେଳାଳି ଖେଳିବେ ବିଶ୍ୱକପ |
9.ରୁଷ ଦ୍ୱାରା ଦଖଲ କରାଯାଇଥିବା କ୍ରିମିଆ ଉପଦ୍ୱୀପର ଦୁଇଟି ମୁଖ୍ୟ କେନ୍ଦ୍ର ଉପରେ ଆକ୍ରମଣ କଲା ୟୁକ୍ରେନ |
10.ଓଡ଼ିଶାରେ ଗଡ଼ିବ ୩ ହାଇଡ୍ରୋଜେନ୍‌ ବସ୍‌, ଭୁବନେଶ୍ୱର-ଖୋର୍ଦ୍ଧା-କଟକ-ପୁରୀ କୋଣାର୍କ ରୁଟରେ ଚାଲିବ |
11.ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା।ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଲେ ବିରାଟ କୋହଲି |
12.କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ଓଡ଼ିଶାରେ ଚାରି ଦିନ ଧରି ଝଡ଼ବର୍ଷା ଏବଂ ବଜ୍ରପାତ ସମ୍ଭାବନା |
13.ଜାପନାରେ ଭାରତୀୟଙ୍କ ଜୀବିକା ପ୍ରତି ବଡ଼ ବିପଦ ସୃଷ୍ଟି! ବନ୍ଦ ହେବାକୁ ବସିଛି ୫,୦୦୦ ଭାରତୀୟ ରେଷ୍ଟୁରାଣ୍ଟ |
14.ରାୟଗଡ଼ରେ ଶିଶୁ ଶ୍ରମ ନିରାକରଣ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା |
 

" />