• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜାତୀୟ

14-Feb-2026

14.02.2026 ତାରିଖର ମୁଖ୍ଯ ଖବର

ନମସ୍କାର ଦଶକ ବନ୍ଧୁ, ଜିଟିଭି ଭାରତ ଓଡିଆ ଡିଜିଟାଲ ନ୍ଯୁଜ୍ ଚାନେଲଆପଣ ମାନଙ୍କ ପାଇଁ ନେଇ ଆସିଛି ଗାଁ ରୁ ସହର ରାଜ୍ଯ ଦେଶ ଓ ଦୁନିଆରୁ 20 ଗୋଟି ମୁଖ୍ଯ ଖବର, ଖବରକୁ ଉପସ୍ଥାପନ କରୁଛି ମୁଁ ରାମଦାସ |  ପ୍ରଥମେ ହେଡ୍ ଲାଇନ୍

1. ରାୟଗଡରେ ପୁଣି ମାତିଲେ ମାଓବାଦୀ ବିଭିନ୍ନ ସ୍ଥାନରେ ଲାଗିଲା ମାଓ ବ୍ଯାନର

2. ଫେବ୍ରୁଆରି ୧୩ରେ କର୍ତ୍ତବ୍ୟ ଭବନ-୧ ଓ ୨ ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

3. ନିପା ଭାଇରସରେ ପଶ୍ଚିମବଙ୍ଗରେ ପ୍ରଥମ ମୃତ୍ୟୁ ; ଟେଷ୍ଟ ନେଗେଟିଭ୍ ସତ୍ତ୍ୱେ ହୃଦଘାତରେ ଚାଲିଗଲା ନର୍ସଙ୍କ ଜୀବନ

4. ଯୁକ୍ତ୨ ପରୀକ୍ଷା: ଆଜିଠୁ ପଠାଗଲା ପ୍ରଶ୍ନପତ୍ର, ୨୪ ଘଣ୍ଟିଆ ପୁଲିସ ପହରାରେ ୨୧୧ ହବ୍‌

5. ସିପିଆଇ ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ପିତି ଜାନୁଆରୀ ୨୦୨୬ ରେ ବାର୍ଷିକ ଆଧାରରେ ୨.୭୫%

6. କମିସନରେଟ୍ ପୁଲିସ ପକ୍ଷରୁ ମା ମଣ୍ଡପ ପରିସରରେ ଶିବରାତ୍ରି ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ;ମୁତୟନ ‌ହେବେ ୩୪ପ୍ଲାଟୁନ୍‌ ପୁଲିସ, ନଜର ରଖିବ ୪୩ ସିସିଟିଭି

7. କମନ ଇକୋନୋମିକ୍‌ ଜୋନ୍‌ରେ ପରିଣତ ହେବ ରାଜ୍ୟର ୪ ସହର

8. ସଂସଦ କାର୍ୟ୍ୟ ମାର୍ଚ୍ଚ ୯ପର୍ୟ୍ୟନ୍ତ ମୁଲତବୀ

9. ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା;ରୁଷ୍‌ ନିର୍ମିତ ୨୮୮ଟି ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣିବାକୁ ମିଳିଲା ମଞ୍ଜୁରୀ


10. ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ସମ୍ଭାବନା ନାହିଁ; ଆଗକୁ ଭୀଷଣ ଖରା

11. ନ୍ୟୁପର୍ଟରେ ଅନ୍ତର୍ଜାତୀୟ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବେ ଫେଡେରର୍‌;୨ ମିନିଟରେ ଟିକେଟ ଶେଷ

12. ରାୟଗଡ଼ାର ଲାଇଫ୍ ଲାଇନ୍ କାର୍ଯ୍ଯ କଚ୍ଚପଗତିରେ ଚାଲୁଥଇବା ଅଭିଯୋଗ, କାର୍ଯ୍ଯସ୍ଥଳରେ ପହଞ୍ଚିଲେ ବିଧାୟକ  

13. ଚୀନ୍‌ର ଶଂଘାଈରେ ହଠାତ  ଧସିଲା ସଡ଼କ ; ୨୦ ମିଟରର ବିଶାଳ ଗର୍ତ୍ତ ସୃଷ୍ଟି

14. ଗଞ୍ଜେଇ ଜବତରେ ସାରା ଦେଶରେ ଓଡ଼ିଶା ଏକ ନମ୍ବର

15. ନବରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

16. ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଆଗୁଆ ନାମଲେଖା

17. ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

18. ଦଣ୍ଡଯାତ୍ରାରେ ସାପ କିମ୍ବା ଅନ୍ୟ ବନ୍ୟଜନ୍ତୁଙ୍କ ବ୍ୟବହାର ଉପରେ ଲାଗିଲା କଟକଣା

19. କର୍ଫ୍ୟୁ ସତ୍ତ୍ବେ ମଣିପୁରର ଉଖ୍‌ରୁଲ ଜିଲାରେ ସାନି ହିଂସା

20. ୧୮ରେ ଭାରତ ଆସିବେ ବ୍ରାଜିଲ ରାଷ୍ଟ୍ରପତି

71