• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

16-Feb-2026

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍-୨୦୨୬ ଉଦଯାପିତ ,ଏସପି ଏକାଦଶ ବିଜୟୀ, ଟିକିରି ରେଳବାଇ ଟିମ ରନର୍ଷଅପ୍

ରାୟଗଡ଼ା(ପିଆର) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆ ଠାରେ ଦିନିକିଆ ଦିବାରାତ୍ର ବନ୍ଧୂତ୍ବପୂର୍ଣ୍ଣ ଷ୍ଟେକହୋଲ୍ଡାର କ୍ରିକେଟ୍ ମ୍ୟାଚ୍ -୨୦୨୬ ଉଦଯାପିତ ହୋଇଯାଇଛି। ଉକ୍ତ କ୍ରିକେଟ୍ ପ୍ରତିଯୋଗିତାରେ ଛଅ ଗୋଟି ଦଳ ଅଂଶଗରହଣ କରିଥିଲେ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏକାଦଶ, ଏସପି ଏକାଦଶ, ବିଶାଖାପାଟଣା ରେଳବାଇ ଏକାଦଶ, ଟିକିରି ରେଳବାଇ ଏକାଦଶ, ସିଆରପିଏଫ୍ ଚତୁର୍ଥ ବାଟାଲିୟନ ଏକାଦଶ ଓ ଆୟୋଜକ ହିଣ୍ଡାଲକୋ ଟିମ୍ ଏକାଦଶ ପ୍ରତିଯଗିତାରେ ଅଂଶଗ୍ରହଣ କରିଥିଲେ। ମ୍ୟାଚ୍ ପ୍ରାରମ୍ଭରେ ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର ଯୋଗଦେଇ ଖେଳାଳିଙ୍କ ଉତ୍ସାହ ବଢାଇବା ସହ ଖେଳାଳୀ ମନୋଭାବ ପ୍ରଦର୍ଶନ କରି ଶ୍ରେଷ୍ଟ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ। ଲିଗ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଖେଳା ଯାଇଥିବା ସ୍ଥଳେ ଟିକିରି ରେଳବାଇ ଏକାଦଶ ବିଶାଖାପାଟଣା ଏକାଦଶକୁ ହରାଇ ସିଧାସଳଖ ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଥିବା ବେଳେ ଲିଗ୍ ମ୍ୟାଚ୍ ବିଜୟୀ ହୋଇ ଏସପି ଏକାଦଶ ଓ ହିଣ୍ଡାଲକୋ ଏକାଦଶ ନିର୍ଣ୍ଣାୟକ ସେମିଫାଇନାଲରେ ପହଞ୍ଚିଥିଲେ। ଏକ ରୋମାଞ୍ଚକ ମ୍ୟାଚରେ ଏସପି ଏକାଦଶ ହିଣ୍ଡାଲକୋ ଏକାଦଶକୁ ହରାଇ ଫାଇନାଲ ମ୍ୟାଚ ପାଇଁ ଟିକେଟ ହାସଲ କରିଥିଲା । ତେବେ ଫାଇନାଲ ମ୍ୟାଚରେ ଟିକିରି ରେଳବାଇ ଏକାଦଶ ଲିଗ୍ ପର୍ଯ୍ୟାୟରେ ଉତ୍ତମ ରନରେଟ ହାସଲ କରିଥିବାରୁ ପୂର୍ବରୁ ଫାଇନାଲ ମ୍ୟାଚ ପାଇଁ ଯୋଗ୍ୟ ହୋଇଥିବା ବେଳେ ସିଧାସଳଖ ଏସପି ଏକାଦଶ ସହ ମ୍ୟାଚ୍ ଖେଳାଯାଇଥିଲା। ଅତ୍ୟନ୍ତ ରୋମାଞ୍ଚକର ଏହି ମ୍ୟାଚରେ ଏସପି ଏକାଦଶ ଟସ୍ ବିଜୟୀ ହୋଇ ବଲିଂ ନିଷ୍ପତି ନେଇଥିବା ବେଳେ ୯ ଓଭରରେ ସମସ୍ତ ବ୍ୟାଟ୍ସମ୍ୟାନ୍ ହରାଇ ଟିକିରି ରେଳବାଇ ଟିମ ସଙ୍ଘର୍ଷପୂର୍ଣ୍ଣ ୪୪ ରନ୍ ହାସଲ କରିଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଟିଂ କରିବାକୁ ଆସିଥିବା ଏସପି ଏକାଦଶ ଟିମ୍ ସହଜରେ ତିନୋଟି ୱିକେଟ୍ ହରାଇ ଏହି ଲକ୍ଷ ହାସଲ କରିଥିଲା। ଏସପି ଏକାଦଶ ଟିମ ବନ୍ଧୁତାପୂର୍ଣ୍ଣ ଷ୍ଟେକହୋଲ୍ଡାର ମ୍ୟାଚ୍ -୨୦୨୬ ଟାଇଟଲ ବିଜୟୀ ପରେ ଅତିଥି ଭାବେ ଯୋଗଦେଇଥିବା ଉପଜିଲ୍ଲାପଳ ଶ୍ରୀ ରମେଶ କୁମାର ଜେନାଙ୍କ ସମେତ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର, ଆଦିତ୍ୟ ରିଫାଇନେରି ପ୍ରକଳ୍ପ ମୁଖ୍ୟ ଶ୍ରୀ ମଝର୍ ବେଗଙ୍କ ଦ୍ଵାରା ବିଜୟୀ ଟିମକୁ ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଥିଲା। ସେହିପରି ରନର୍ଷଅପ୍ ଟିକିରି ରେଳବାଇ ଏକାଦଶ ଦଳକୁ ଡେପୁଟି କଲେକ୍ଟର ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଶ୍ରୀ ମିଶ୍ର ଓ ଶ୍ରୀ ବେଗଙ୍କ ଦ୍ଵାରା ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଥିଲା। ତେବେ ମ୍ୟାଚର ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅନୁରୂପ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମସ୍ତ ମ୍ୟାଚରେ ଶ୍ରେଷ୍ଠ ବୋଲର ଭାବେ ରମାକାନ୍ତଙ୍କୁ ସ୍ମାରକ ପ୍ରଦାନ କରାଯାଇଥିବାବେଳେ ଶ୍ରେଷ୍ଠ କ୍ୟଚ ନେଇଥିବାରୁ ସିକନ୍ଦର ଓ ୱିକେଟ୍ କିପିଂ ପାଇଁ ଶୁଭଙ୍କରଙ୍କ ସମେତ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଏନ ସତପଥୀ, ମୋହନ, ଆକାଶଙ୍କୁ ସ୍ମାରକୀ ଓ ମେଡାଲ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତା ଲୋକ ସମ୍ପର୍କ ବିଭାଗ ତଥା କର୍ପୋରେଟ ଆଫେୟର ଜିଏମ୍ ପିତାମ୍ବର ବେହେରାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ଆୟୋଜକ କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ। ଏତତ୍ ବ୍ୟତୀତ ପ୍ରଶାସନ ବିଭାଗର ପ୍ରବନ୍ଧକ ଶ୍ରୀ ଭୋଜ ରାଜ୍ ଦାସ ସାଜସଜ୍ଜା ଓ ଉତ୍ତମ ଖାଦ୍ୟପେୟ ଯୋଗାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ସିଆରପିଏଫ୍ ଚତୁର୍ଥ ବାଟାଲିୟନ କମାଣ୍ଡାନ୍ଟ ଶ୍ରୀ ଫିରୋଜ୍ କୁଜରୁ, ଏଲ୍ଟି କମାଣ୍ଡାନ୍ଟ ଶ୍ରୀ ସଂଜୟ ରାଉତଙ୍କ ସମେତ ଦୋରାଗୁଡ଼ା ଥାନା ଅଧିକାରୀ କିରଣ ବାଳା ସାମଲ, ରିଜର୍ଭ ପୁଲିସ ଇନ୍ସପେକ୍ଟର କବିବର ଦେହୁରିଙ୍କ ସମେତ ଉତ୍କଳ ଆଲୁମିନା ଓ ଆଦିତ୍ୟ ରିଫାଇନେରୀର କର୍ମକର୍ତ୍ତାମାନେ  ଉପସ୍ଥିତ ଥିଲେ।

15
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter