• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜାତୀୟ

22-Feb-2026

21 ତାରିଖର 25 ଗୋଟି ମୁଖ୍ଯ ସମ୍ବାଦ

ନମସ୍କାର ଦର୍ଶକ ବନ୍ଧୁ, ଜିଟିଭି ଭାରତ ଓଡିଆ ଡିଜିଟାଲ ନ୍ଯୁଜ୍ ଚାନେଲ୍ ଆପଣ ମାନଙ୍କ ପାଇଁ  ନେଇ ଆସିଛି | ଗାଁ ରୁ ସହର, ରାଜ୍ଯ, ଦେଶ ଓ ବିଦେଶର 25 ଗୋଟି ମୁଖ୍ଯ ଖବର | ଖବର ଗୁଡୁକୁ ଶେଷଯାଏଁ ଦେଖନ୍ତୁ, ଚାନେଲକୁ ସବସ୍କ୍ରାଇଭ୍ କରିନଥିଲେ ସବସ୍କ୍ରାଇଭ୍ କରନ୍ତୁ, ଲାଇକ କରନ୍ତୁ, ଶେରକରନ୍ତୁ, ଆବଶ୍ଯକ ସ୍ଥଳେ କମେଣ୍ଟ କରି ସଚେତନ କରନ୍ତୁ | ପ୍ରଥମେ ହେଡ୍ ଲାଇନ୍ସ


1. ମାଇନର ଇରିଗେସନ୍ ଏସ୍, ରାୟଗଡଙ୍କ ବାହାର ଠିକାଦାର ପ୍ରୀତି, ସଳାସୁତାରାରେ କାମ ଚାଲିଥିବା ଅଭିଯୋଗ |

2. ଭୁବନେଶ୍ୱରରେ ଖୋଲିବ ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର |

3. ସ୍ଥାନୀୟ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ

4. ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

5. ଓଡ଼ିଶାରେ ଏପ୍ରିଲ ୧ରୁ ଆରମ୍ଭ ହେବ SIR ପ୍ରକ୍ରିୟା;ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

6. କାନାଡାରେ ଅପହରଣ ଅଭିଯୋଗରେ ୨ଭାରତୀୟ ଗିରଫ, ଜଣେ ଫେରାର

7. ଆଗାମୀ ୨ ଦିନ ପାଇଁ ରାଜ୍ୟର ଜିଲ୍ଲା ଗୁଡିକୁ କୌଣସି ଚେତାବନୀ ନାହିଁ;୨୪ରୁ ୨୫ ଯାଏଁ ବର୍ଷା

8. ଖାମେନି ଓ ତାଙ୍କ ପୁଅକୁ ଟାର୍ଗେଟ କରିବାକୁ ଆମେରିକା ସେନାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ

9. ଓଡ଼ିଶାରେ ବଢୁଛି ନିଶା କାରବାର;ଏଣିକି କାଚ ବୋତଲ ନୁହେଁ କାଗଜ ପ୍ୟାକେଟ୍‌ରେ ଆସିବ ମଦ

10. ଭାରତ ଓ ବ୍ରାଜିଲ ମଧ୍ୟରେ ୨୦ ବିଲିୟନ ଡଲାରର ବ୍ୟବସାୟିକ ଚୁକ୍ତି

11. ସୀମାରେ ଲାଣ୍ଡମାଇନ୍ ବିଛାଇବାକୁ ଘୋଷଣା କଲା ପୋଲାଣ୍ଡ

12. ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ଙ୍କ ପ୍ରଥମ ପଦକ୍ଷେପ ; ଭାରତୀୟଙ୍କ ପାଇଁ ଭିସା ବ୍ୟବସ୍ଥାର ପୁନଃ ଆରମ୍ଭ

13. ୧ ଏପ୍ରିଲରୁ ବଦଳିବ ଟୋଲ୍ ଗେଟ୍ ନିୟମ, ଦେବାକୁ ପଡିବନି ଟଙ୍କା

14. ସେନ୍ସର ବନ୍ଦ କରି ୮ ଦିନ ଧରି ପାକିସ୍ତାନ ସୀମାରେ ଘୁରି ବୁଲୁଥିଲା ଇରାନ ତେଲ ଟ୍ୟାଙ୍କର୍‌

15. ଇସ୍ରାଏଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ଆଣ୍ଟି-ବାଲାଷ୍ଟିକ୍ ମିସାଇଲ ସମେତ ପ୍ରତିରକ୍ଷା କ୍ଷେତ୍ରରେ ଚୁକ୍ତିର ଆଶା

16. ପୁଣି ବଢିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା

17. ନରୱେ ଚେସ୍‌ ୨୦୨୬; ଭାଗ ନେବେ ଗୁକେଶ, ପ୍ରଜ୍ଞାନନ୍ଦା, ହମ୍ପି, ଦିବ୍ୟା

18. ଆସନ୍ତା ୨୩ରୁ ବିଜୁଳି ଘଡଘଡି ସହ ବର୍ଷା ;ଆଗାମୀ ୩ରୁ ୪ ଦିନ ବୃଦ୍ଧି ପାଇବ ରାତ୍ରି ତାପମାତ୍ରା

19. ଭାରତର ବଢିବ ସାମରିକ ଶକ୍ତି: ଅପରେସନ ସିନ୍ଦୂର ବାର୍ଷିକୀରେ ନୌସେନାରେ ସାମିଲ ହେବ ତୃତୀୟ ପରମାଣୁ ବୁଡ଼ାଜାହାଜ INS ଅରିଧମନ

20. ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

21. ଆମେରିକାର ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାର ଝଡ଼;୮ ସ୍କାଏର ମୃତ

22. କଳିଙ୍ଗରେ ହେବ ପ୍ରଥମ ଜାତୀୟ ଇନ୍‌ଡୋର ଦୌଡ଼କୁଦ

23. ଏଏଫ୍‌ସି ମହିଳା ଏସୀୟ କପ୍‌ ଲାଗି ଭାରତୀୟ ଦଳ ଘୋଷିତ;ଓଡ଼ିଶାରୁ ପ୍ୟାରୀ, ଯଶୋଦା, ଜୁଲି

24. ବଧିର ଏସିଆ କପ୍‌ କ୍ରିକେଟ୍; ଭାରତର ବିଜୟ ଜାରି, ୧୦ ୱିକେଟ୍‌ରେ ନେପାଳକୁ ହରାଇଲା

25. ପାକିସ୍ତାନର କେତେକ ଅଞ୍ଚଳରେ ପ୍ରବଳ ଭୂମିକମ୍ପ ଅନୁଭୂତ

57
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ଭାରତୀୟ ଗଣତନ୍ତ୍ରରେ ବିହାର ରାଜନ..

ଜିଲ୍ଲା

ସୌରା ଭାଷାରେ ସ୍ୱତନ୍ତ୍ର ସଘନ ସଂଶ..

ସହର

ଇମ୍ଫା ଥେରୁବାଲି ରେ ସପ୍ତାହ ବ୍ୟା..

ଗ୍ରାମୀଣ

ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବ..

ଜାତୀୟ

ଗାଁ ରୁ ସହର, ରାଜ୍ଯ, ଦେଶ ଓ ଦୁନିଆର 30..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter