23-Feb-2026
ମସ୍କାର ଦର୍ଶକ ବନ୍ଧୁ, ଜିଟିଭି ଭାରତ ଓଡିଆ ଡିଜିଟାଲ ନ୍ଯୁଜ୍ ଚାନେଲ୍ ଆପଣ ମାନଙ୍କ ପାଇଁ ନେଇ ଆସିଛି | ଗାଁ ରୁ ସହର, ରାଜ୍ଯ, ଦେଶ ଓ ବିଦେଶର ୨୧ ଗୋଟି ମୁଖ୍ଯ ସମ୍ବାଦ | ଖବର ଗୁଡୁକୁ ଶେଷଯାଏଁ ଦେଖନ୍ତୁ, ଚାନେଲକୁ ସବସ୍କ୍ରାଇଭ୍ କରିନଥିଲେ ସବସ୍କ୍ରାଇଭ୍ କରନ୍ତୁ, ଲାଇକ କରନ୍ତୁ, ଶେରକରନ୍ତୁ, ଆବଶ୍ଯକ ସ୍ଥଳେ କମେଣ୍ଟ କରି ସଚେତନ କରନ୍ତୁ | ପ୍ରଥମେ ହେଡ୍ ଲାଇନ୍ସ
୧.ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ହିନ୍ଦୁମାନେ ଆମେରିକାର ସବୁଠାରୁ ଶିକ୍ଷିତ ଧାର୍ମିକ ଗୋଷ୍ଠୀ
୨.ଭାରତ-ବାଜ୍ରିଲ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ
୩.ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜୈଶ ଆତଙ୍କୀ ନିହତ
୪.ଔଷଧ ରପ୍ତାନିରେ ଭାରତ ତୃତୀୟ; ୬୦ ବିଲିଅନ୍ ଡଲାରର ଶିଳ୍ପ
୫.ନେପାଳରେ ଭୟଙ୍କର ଭୂମିକମ୍ପ ଥରିଉଠିଲା ଘରଦ୍ବାର, ଭୟରେ ଲୋକେ
୬.ଭାରତୀୟଙ୍କ ପାଇଁ ଟୁରିଷ୍ଟ ଭିସା ସେବା ପୁଣି ଲାଗୁ କଲା ବାଂଲାଦେଶ; ଆସନ୍ତାକାଲିଠୁ ମିଳିବ ସୁବିଧା
୭.ବୁଦ୍ଧ ସର୍କିଟକୁ ଫେରିବ ଫର୍ମୁଲା-୧
୮.ମନ୍ କି ବାତ୍ ରେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା
୯.ରାଜ୍ୟରେ ୫ ସ୍ଥାନରେ ୩୫ ଡିଗ୍ରୀ ଟପିଲା ତାପମାତ୍ରା
୧୦.ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା
୧୧.ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା;ଟାର୍ଗେଟରେ ଚାନ୍ଦନୀ ଚୌକ
୧୨.ହର୍ମୁଜ ପ୍ରଣାଳୀରେ ସୟାଦ-୩ଜି କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଇରାନ: ବଢ଼ିଲା ଉତ୍ତେଜନା
୧୩.ରୁଷର ବୈକାଲ ହ୍ରଦରେ ବଡ଼ ଦୁର୍ଘଟଣା: ବରଫ ଧସି ପାଣିରେ ବୁଡ଼ିଗଲା ଚୀନ୍ ପର୍ଯ୍ୟଟକଙ୍କ ଭର୍ତ୍ତି ବସ୍
୧୪.ଆଫଗାନିସ୍ତାନରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍
୧୫.ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା, ୧୨ ବର୍ଷ ହେଲା ବନ୍ଦ ରହିଛି ପରମ୍ପରା
୧୬.ଚାଷୀ ପ୍ରସଙ୍ଗରେ ଗୃହ ଅଚଳ;ବିଧାନସଭା ସୋମବାର ଯାଏ ମୁଲତବୀ
୧୭.ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍: ଫାଇନାଲରେ ଭାରତ
୧୮.ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍;ବରିଷ୍ଠ ହିଜବୁଲ୍ଲା କମାଣ୍ଡର ସମେତ ୧୦ ମୃତ
୧୯.ଦାରିଦ୍ର୍ୟ ସୀମାରେଖା ତଳକୁ ଯାଉଛି ପାକିସ୍ତାନ; ଗତ ଛଅ ବର୍ଷ ମଧ୍ୟରେ ୬.୯ ପ୍ରତିଶତ ଦାରିଦ୍ର୍ୟ ବୃଦ୍ଧି
୨୦.ସୋମବାର ଠାରୁ ଭାରତ ସୋମବାର ଓ ଆମେରିକା ମଧ୍ୟରେ ଆରମ୍ଭ ହେବ ମିଳିତ ସେନା ଅଭ୍ୟାସ ବଜ୍ର ପ୍ରହାର
୨୧. ୨୦୨୬ ଟି୨୦ ବିଶ୍ୱକପ;ବର୍ଷା ଯୋଗୁଁ ବାତିଲ ହେଲା Super-8ର ପ୍ରଥମ ମ୍ୟାଚ୍