• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

21-Mar-2026

ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜର କର୍ମକର୍ତ୍ତା ଚୟନ ମାନ୍ଯବର ବିଧାୟକ ରଘୁରାମ ମାଛ ସଭାପତି ଓ ଜନାର୍ଦ୍ଦନ ଗରଡା ସାଧାରଣ ସମ୍ପାଦକ

ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜର କର୍ମକର୍ତ୍ତା ଚୟନ ମାନ୍ଯବର ବିଧାୟକ ରଘୁରାମ ମାଛ ସଭାପତି ଓ ଜନାର୍ଦ୍ଦନ ଗରଡା ସାଧାରଣ ସମ୍ପାଦକ ମନୋନିତ | 
       କୋରାପୁଟ(ସ୍ବପ୍ର)ତା 19 ମାର୍ଟ୍ଟ 2026 ରିଖ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜର ସଭାପତି ତଥା ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ମାଛ ଙ୍କ ଆହ୍ୱାନ କ୍ରମେ ତାଙ୍କ ବାସଭବନରେ ଶ୍ରୀ ମାଛଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଡମ୍ ସମାଜର ବିଭଇନ୍ନ ସମସ୍ୟା ଓ ତାହାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା। ରାୟଗଡା ଠାରେ ଗତ ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ଦିଵସ ଓ ଦିଆଲ ପରବ ଭେଟ ଘାଟ ର ଭବ୍ୟ ଆୟୋଜନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଶିକ୍ଷାରେ କିଭଳି ପର୍ଯ୍ୟାପ୍ତ ପରିମାଣର ସୁବିଧା ଡମ୍ ସମାଜକୁ ମିଳିପାରିବ, ସ୍ଵତନ୍ତ୍ର ଓ ନିଆରା ପର୍ବ ପର୍ବାଣୀ, ସଂସ୍କୃତି, ବାଜା, ଭାଷା, ପରମ୍ପରା କୁ କିପରି ମାନ୍ୟତା ମିଳି ପାରିବ ତାହା ଉପରେ ଆଲୋଚନା ହୋଇଥିଲା। ଡମ୍ ସମ୍ପ୍ରଦାୟର ଜନ ସଂଖ୍ୟା ହେଉଛି ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଏବଂ ଅବିଭକ୍ତ କୋରାପୁଟ ସହ କଳାହାଣ୍ଡି, ନୂଆପଡ଼ା, ଗଜପତି, ଫୁଲବାଣୀ ଯାହା କି ଏକ ବିଶାଳ ଭୂଖଣ୍ଡରେ ବସ ବାସ କରନ୍ତି ଏବଂ ଏ ସମସ୍ତଙ୍କ ଭାଷା ପର୍ବ ପର୍ବାଣୀ ଅଙ୍ଗ ଭଙ୍ଗୀ ପ୍ରାୟ ସମାନ। ଆଜି ପର୍ଯ୍ୟନ୍ତ କୌଣସି ସରକାର, କୌଣସି ରାଜନୈତିକ ଦଳ କୌଣସି ନେତା ନିର୍ଦ୍ଦିଷ୍ଟ ଭାବେ ଏମାନଙ୍କ ପ୍ରତି ଧ୍ୟାନ ଦେଇ ନାହାନ୍ତି। ସମାଜର ଏସବୁ ବିଷୟ ବିଧାନ ସଭାରେ କିଭଳି ଉପସ୍ଥାପନ ହୋଇପାରିବ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାରିବ ତାହା ପଦକ୍ଷେପ ନିଆଯାଇଥିଲା। ଏବଂ ଶେଷରେ ମାନ୍ୟବର ବିଧାୟକ ତଥା ସଭାପତି ଅବିଭକ୍ତ କୋରାପୁଟ ଡମ୍ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ଡମ୍ ସମାଜର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ରାୟଗଡ଼ା ଜିଲ୍ଲା ଡମ୍ ସମାଜ କମିଟିର  ନୂତନ ପଦାଧିକାରୀ ଙ୍କ ନାମ ଘୋଷଣା କରିଥିଲେ । ଏହି ପ୍ରେସ ବାର୍ତ୍ତା ରେ ଅବିଭକ୍ତ କୋରାପୁଟ ଡମ୍ ସମାଜର କର୍ମକର୍ତ୍ତା ଯଥାକ୍ରମେ - ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଗରଡା, କୋଷାଧ୍ୟକ୍ଷ - ପ୍ରଭାକର ହନ୍ତାଳ,ଉପସଭାପତି - ନୂପେନ୍ଦ୍ର ବାଗ, ପ୍ରକାଶ ନାଗ୍, ଡମ୍ବରୁଧର ବାଗ, ସହସମ୍ପାଦକ - ଅର୍ଜୁନ ଟାକ୍ରୀ, କୋଟେଶ୍ୱର୍ ପୋଟଲା ଓ ମାଲକାନଗିରି ସହିଦ୍ ନର୍ସିଙ୍ଗ ଡମ୍ ସମାଜ ର ସଭାପତି - ବଳରାମ ଅନୁଗୁଲିଆ, କୋରାପୁଟ ଡମ୍ ସମାଜର ସଭାପତି - ଶ୍ରୀ ଭଗବାନ ଖୋରା ପ୍ରମୁଖ ଉପସ୍ଥିତ ଥିଲେ।
          ରାୟଗଡା ଜିଲ୍ଳା ଡମ୍ ସମାଜର ନୂତନ କର୍ମକର୍ତ୍ତା ଓ କମିଟି ଯଥା - ସଭାପତି - ଧନୀରାମ ନାଏକ 
ସାଧାରଣ ସମ୍ପାଦକ - ଜନାର୍ଦ୍ଦନ ଗରଡା, କୋଷାଧକ୍ଷ - ପୁରନ୍ଦର ପାଣି,ଉପସଭାପତି - ନରେନ୍ଦ୍ର ନାଏକ, ରାମଦାସ୍ ନାଏକ, ବୃନ୍ଦାବନ ନାଏକ, ପିଲିବନ୍ ନାଏକ, ଭୂଷଣ ବିଡିକା, ଚିତ୍ରସେନ ସୁନା, ଜିତେନ୍ଦ୍ର ଖୁରା, ଜଳନ୍ଧର ଗରଡା, ସୁନାମ ସାମଲ, ରାଜେଶ୍ ଗାଣ୍ଠା, ମଳୟ ନାଏକ, ସୋମନାଥ ଗରଡା, ରାମଚନ୍ଦ୍ର ବାଗ, ପୁଷ୍ଟି ଦୁରିଆ, ବିଶିକେଶନ ବାଗ, କିଶୋର ପାଲାକା, ମହେନ୍ଦ୍ର ବାଗ 
        କାର୍ଯ୍ୟକାରୀ ସଭାପତି ୪ ଜଣ - ଭାଗିରଥୀ ହଲବା, ତ୍ରିନାଥ ବିଭୋର, ରମେଶ ଲିମା, ରାମଦାସ୍ ଟାକ୍ରି, ଚିଫ ଆଡ୍ଭାଇଜର - ଡ଼କ୍ଟର ବାସୁଦେବ ସୁନାନୀ, ମୋହନ ମହନନ୍ଦିଆ, ଅଭିମନ୍ୟୁ କନ୍ଧପନି , ରାମ ଗରଡ଼ିଆ, ବସୁଦେବ ମାଳବିଶୋୟୀ, ସୁବାଷ ନାଏକ, ଗଜେନ୍ଦ୍ର ନାଏକ, ଲାଲ୍ ବାହାଦୁର ଦୁରୀଆ, ଟଙ୍କଧର ନାଏକ, ଡମ୍ବରୁଧର ଗରଡା, କରୁଣା ଲିମା, ଡମ୍ବରୁ ନିମାଲା, ପ୍ରମୋଦ ଗୁରୁ, ଚିତ୍ରସେନ ନାଏକ, ଆନନ୍ଦ ତକ୍ରି, ଅରୁଣ ନାଏକ,ଜୟସେନ୍  କୌଶଲ୍ୟା |
        ସେକ୍ରେଟାରୀ  - ବିଶୁ ଖୋସଲା, ମହେନ୍ଦ୍ର ବିଭୋର,ସନ୍ତୁନୁ ବାଗ, କର୍ଣ୍ଣ ବିଡ଼ିକା, ଯୁଧିଷ୍ଟିର ନାଏକ, ଶଙ୍କର କୌଶଲ୍ୟା, ହୃଷିକେଶ କୁଲଦୀପ, ମଙ୍ଗଳୁ ନାଏକ, ଚୈତନ୍ୟ ବେନିଆ, ସରୋଜ ଗରଡା, ସାଲେମନ୍ କୌଶଲ୍ୟା, ରମେଶ ବାଗ୍, ଉମେଶ ଗଣ୍ଠା, ପ୍ରଶାନ୍ତ ଗଣ୍ଟା, ଉମେଶ ଖୋସ୍ଲା, ଧନୁ ଚନ୍ଦ୍ର ଖୋସ୍ଲା | ଅର୍ଗାନାଇଜିଙ୍ଗ ସେକ୍ରେଟାରି  ହେଲେ - ପ୍ରୀତମ ଖୁରା, ସୁଧାକର କରକରିଆ, କମଳା ନାଏକ, ସିମ୍ରନ୍ ଦୂରିଆ, ସୁରଥ ଗରଡ଼ିଆ, ବେଣୁ ଖୋସ୍ଲା, କୃଷ୍ଣ ନାଏକ, ବାବୁନି ନାଏକ, ବରୁଣ ଦୀପ, ତୃଷାନ୍ତ ନାଏକ | ଆଇନ୍ ପରାମର୍ଶ ଦାତା - ଅଭି ପାଲକା, ନରେନ୍ଦ୍ର ମିଶାଲ, ପଞ୍ଚାନନ ବିଭୋର | ସହ କୋଷାଧ୍ୟକ୍ଷ - ଜଳନ୍ଧର କୌଶଲ୍ୟା,  
       ମିଡିଆ ସେଲ୍ - ଡମ୍ବରୁଧର କରକରିଆ, ସୁମନ୍ ଗରଡ଼ିଆ, ମାଲେଶ କୌଶଲ୍ୟା, କିଶୋର ମହାନନ୍ଦିଆ, ଅକ୍ଷୟ ମହାନନ୍ଦିଆ, ରାମଦାସ୍ ଲିମା, ମେଡିକାଲ ସହାୟତା ଟିମ୍ - ରାମ ଗରଡ଼ିଆ, ଆନନ୍ଦ ବେନିଆ, ରାଜେଶ୍ ଗଣ୍ଠ | ସେହିଭଳି ପୋଲିସ୍ ଷ୍ଟେସନ ଓ ଆଇନ ସହାୟତା ଟିମ୍ - ବିଶୁ ଖୋସଲା, ଭାଗିରଥୀ ହଳବା, ଅଭି ପାଲକା, ଧନୁର୍ଜୟ ନାଏକ, ପଞ୍ଚାନନ ବିଭୋର 
        କଲଚର୍ ଏବଂ ପରଂପରା କମିଟି - ଧର୍ମେନ୍ଦ୍ର ନାଏକ, ସୁନୀଲ ଖୋରା, ସୁଶାନ୍ତ ଖୁରା, ଜ୍ଯୋତି ବାଚେଲି, ପଦ୍ମନ୍ ପାଣି, କିଶୋର ବିଡିକା, ସମୀର ବିଡିକା, ନିରାକାର ବାଗ, ଜନାର୍ଦ୍ଦନ ବିଡିକା, ବୁଜି ଖୋସ୍ଲା , ପ୍ରତାପ ବାଗ, ସାଗର ଖୋସ୍ଲା, ଚରଣ ଦୀପ କୌଶଲ୍ୟା, କମଲ ବେନିଆ, ପୁରୁଷତମ ଡଙ୍ଗ୍ରି, ବୁଦ୍ଧଦେବ ଗରଡା, ରାଜାରାମ ଟାକ୍ରି ଓ ମଳୟ ଟାକ୍ରି ପ୍ରମୁଖ ରାୟଗଡ ଜିଲ୍ଲା ଡମ୍ ସମାଜର କର୍ମକର୍ତ୍ତା ଭାବେ ମନୋନିତ ହୋଇଛନ୍ତି |

236
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ରାଜ୍ୟସଭା ନିର୍ବାଚନରେ ସାମ୍ବିଧା..

ଜିଲ୍ଲା

ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀ..

ସହର

କଲ୍ୟାଣସିଂହପୁର ବ୍ଲକ୍ କାର୍ଯ୍ୟା..

ଗ୍ରାମୀଣ

ଓଡ଼ିଶାର ଗ୍ରାମାଞ୍ଚଳରେ ଉନ୍ନତ ଚି..

ଜାତୀୟ

୧୩୭ ବିଏନ ସିଆରପିଏଫ "ବତନ କୋ ଜାନୋ-..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter