ତେବେ ଦେଖିବାକୁ ବାକି ରହିଲା, ଏହି ନୂଆ ଟିମ୍ ବିହାରବାସୀଙ୍କ ଆଶା ଓ ବିଶ୍ୱାସକୁ କେତେଦୂର ପୂରଣ କରିପାରୁଛନ୍ତି। ଆଜି ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିବାର ସମ୍ଭାବନା ରହିଛି, ଯେଉଁଠାରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ।  

" />