• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଜିଲ୍ଲା

09-Dec-2025

ଆନ୍ଥ୍ରୋପୋଲୋଜୀ ଗେଷ୍ଟ୍ ଫେକଲଟି ନିଯୁକ୍ତିରେ ଅନିୟମିତତା, ଅମଲାଭଟ୍ଟା ମଡେଲ ଡିଗ୍ରୀ କଲେଜ୍ ରେ ସରକାରୀ ନିୟମ ଉଲଂଘନ ?  ଅବ୍ଯବସ୍ଥା ଓ ଦୁର୍ନୀତିର ସୀମାଟପୁଛି !,

ରାୟଗଡ(ବ୍ଯୁରୋ), ମୋଡେଲଡିଗ୍ରୀ କଲେଜ୍ ଅଧ୍ଯକ୍ଷାଙ୍କ ମର୍ଜିରେ ଚାଲିଛି ରାୟଗଡ ଜିଲ୍ଲା ଅମଲାଭଟ୍ଟା ସ୍ଥିତ ମୋଡେଲ ଡିଗ୍ରୀ କଲେଜ୍ ? ଉଚ୍ଚଶିକ୍ଷା ବିଭାଗର ଦୃଷ୍ଠିପଡୁ ନଚେତ୍ ଖୋଳହୋଇଯିବ ଶିକ୍ଷାନୁଷ୍ଠାନର କେତେକ ଅଂଶ, 6 କୁ 9 କରି ସାମଗ୍ରୀ କିଣିଥିବାର ମଧ୍ଯ ଅଭିଯୋଗ ହେଉଛି | ସରକାରୀ ଅନୁଦାନର ଖର୍ଚ୍ଚ, ଦୁର୍ନୀତି ଓ କଲେଜ ପ୍ରଶାସକଙ୍କ ମନମାର୍ଜିର ସୀମା ଟପିଜିବ ଯାହା ନେଡିଗୁଡ କହୁଣିକୁ ବୋହିବା ସଦୃଶ୍ଯ ହେବ ! ତାପରେ ଖଲତାଡ କରିବାକୁ ଲାଗିବ ବିଭାଗୀୟ ଅଧିକାରୀ ଓ ଭିଜିଲାନ୍ |

କନିଷ୍ଠ କିରାଣୀରୁ ଅବସରନେବା ପରେ ମଡେଲ ଡିଗ୍ରୀ କଲେଜରେ କାର୍ଯ୍ଯରତ ବି ଚିରଞ୍ଜିବି ରାଓଙ୍କ ବୟଷ ଓ କାର୍ଯ୍ଯକ୍ରମ କମ୍ପର୍କରେ ପ୍ରଶ୍ନ ଉଠୁଛି |  ସରକାରୀ ଅନୁଷ୍ଠାନର କର୍ମଚାରୀଙ୍କ ପାଇଁ ବୟଷସୀମା ନାହିଁକି, ଯଦି ଅଛି କେଉଁ ନିୟମବଳରେ ବି ଚିରଞ୍ଜିବି ରାଓଙ୍କୁ କଲେଜରେ ଥଇଥାନ କରାଯାଇଛି | ଶିକ୍ଷାନୁଷ୍ଠାନର ଅଧ୍ଯକ୍ଷାଙ୍କୁ ଫୋନ ଯୋଗେ ବି ଚିରଞ୍ଜିବି ରାଓଙ୍କ ସମ୍ପର୍କରେ ପଚାରିବାରୁ ଦିନମଜୁରିଆ ସାଇକେଲ ଷ୍ଟାଣ୍ଡ ଯୋଗୁଛନ୍ତି | ମୋଷ୍ଟରରୋଲ୍ ଏବଂ ପେମେଣ୍ଟ ସ୍ଲିପ୍ କହିବ ଶ୍ରୀ ରାଓ ସାଇକଲ ଷ୍ଟାଣ୍ଡ ଯୋଗୁଛନ୍ତି ନା ଅଫିସରେ ବସି ଗୁରୁତ୍ବପୂର୍ଣ୍ଣ କାଗଜାତ୍ କ୍ଯାସ୍ ବୁକ୍ତ ଓ ଚେକ୍ ବୁକ୍ ଭଳି ଗୁରୁତ୍ବପୂଣ୍ଣରେ ଲେଖା ଲେଖୁଛନ୍ତି |   ଦିନମଜୁରିଆଙ୍କୁ ଛୁଟିଦିନର ମଜୁରୀ ଦେବାର ନିୟମ ରହିଛି କି?   ଶ୍ରୀ ରାଓଙ୍କୁ କେଉଁ ବିଭାଗର କାର୍ଯ୍ଯପାଇଁ ନିଯୁକ୍ତି କରିଛନ୍ତି ଏବଂ କେଉଁ ବିଭାଗରେ କାର୍ଯ୍ଯରତ, କେବେ ସରିବ ତାଙ୍କ କାର୍ଯ୍ଯକାଳ | 70 ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ଯକ୍ତିଙ୍କୁ କେଉଁ ଉଦ୍ଧେଶ୍ଯରେ କାର୍ଯ୍ଯରେ ରଖିଛନ୍ତି ମଡେଲଡିଗ୍ରୀ କଲେଜର ଅଧ୍ଯକ୍ଷା ଓ କତୃପକ୍ଷ ବୋଲି  ପ୍ରଶ୍ନ ହେଉଛି | ମଡେଲ ଡିଗ୍ରୀ କଲେଜର ଅଡିଟ୍ ହୋଇପାରୁନଥିବା ମଧ୍ଯ ଅଭିଯୋଗ ହେଉଛି, କାରଣ ସାମଗ୍ରୀ କ୍ରୟର କାଗଜପତ୍ରର ମେଳ ଖାଉନଥିବା ଜାଣିବାକୁ ପାଇ ଅଡିଟର ମାନେ ଅଡିଟ୍ ସମ୍ପୁର୍ଣ୍ଣ କରିନପାରି  ସ୍ଥଗିତ ରଖିଛନ୍ତି | ଯାହାଫଳରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା କେତେକ କର୍ମଚାରୀ କହୁଛନ୍ତି | ଫାଲସ୍ ବିଲ କରିବା ଓ କମ୍ ଟଙ୍କାର ଜିନଷକୁ ଅଧିକ ଟଙ୍କାର ବିଲ ଆଣି ସରକାରୀ ଅର୍ଥ ଲୁଟ କରୁଥିବା ମଧ୍ଯ ଅଭିଯୋଗ ହେଉଛି |    

         ତତ୍ କାଳିନ ଅଧ୍ଯକ୍ଷକଙ୍କ ସମୟରେ 55 ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି ବୋଲି କର୍ମଚାରୀ କହୁଛନ୍ତି | କାରଣ ସରକାରୀ ଗାଇଡ ଲାଇନ ପ୍ରକାରେ ଜିନିଷପତ୍ର କିଣାଯାଇନଥିବା ଅଡିଟରମାନେ ପ୍ରକାଶ କରିଥିବା ଜଣାପଡିଛି | ଏହାରି କାଗଜପତ୍ର କରିବାରେ ଜୁଟିଛନ୍ତି ବର୍ତ୍ତମାନର କଲେଜ ମୁଖିଆ ସମେତ ଅନ୍ଯକର୍ମଚାରୀ ବୋଲି ସୂଚନା ମିଳିଛି | କାରଣ 5T ସମୟରେ ଯେଉଁ ଅନୁଦାନ କଲେଜକୁ ଆସିଥିଲା ସେହି ଅନୁଦାନର ଖର୍ଚ୍ଚ ସରକାରୀ ନିୟମ ବା ଗାଇଡ୍ଲାଇନ୍ ପ୍ରକାରେ ହୋଇନଥିବାର ଜାଣିବାକୁ ପାଇଥିଲେ ସରକାରୀକଳ ଏବଂ ଅଡିଟ୍ କରିବାକୁ ନିର୍ଦ୍ଧେଶ ଦେବାପରେ ଅଡିଟ୍ କରିବାକୁ ଆସିଥିବା ସ୍ବତନ୍ତ୍ର ଅଡିଟର ମାନେ ତାହା ଜାଣିବାକୁ ପାଇଥିଲେ | ନିଜସ୍ବାର୍ତକୁ ଦୃଷ୍ଠିରେ ରଖି ସରକାରୀ ଗାଇଡଲାଇନକୁ ଫୋଲ ନକରିବା କିମ୍ବା ଉଲଂଘନ କରିଥିବାରୁ ଅଡିଟ୍ କାର୍ଯ୍ଯରେ ବାଧାପାଇଥିଲା ତାହା ସମ୍ପୁର୍ଣ୍ଣ ହୋଇନଥିବା ମଧ୍ଯ କୁହାଯାଉଛି | ଉକ୍ତ ଅନୁଦାନର ବିଲଭାଉଚର ଯଥା ଆବଶ୍ଯକ କାଜଗପତ୍ର ଦାଖଲ କରିବାକୁ ଅଡିଟର ଦାବୀ କରିଛନ୍ତି ବୋଲି  ନିଜନାମକୁ ଗୋପନରଖି କାର୍ଯ୍ଯରତ କର୍ମଚାରୀ ସୂଚନା ଦେଇଛନ୍ତି |           

           2017 ରୁ 2022 ମଧ୍ଯରେ କଲେଜର ସାମଗ୍ରୀ କିଣା ଓ ଅନ୍ଯାନ୍ଯ ବାବଦକୁ ଆସିଥିବା ପ୍ରାୟ 75 ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥବା ମଧ୍ଯ ଅଭିଯୋଗ ହେଉଛି | ଉକ୍ତ ଆର୍ଥିକ ବର୍ଷର ଅଡିଟ୍ କରାଗଲେ ପ୍ରକୃତ କଥା ପଦାକୁ ଆସିବ ବୋଲି କର୍ମଚାରୀ ଓ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି |  ଆଉ ଏକ ଗୁରିତ୍ବପୂର୍ଣ୍ଣ ତଥ୍ଯ ବା ଖବର ପଦାକୁ ଆସୁଛି  2025 ମସିହାରେ ହୋଇଥିବା ଗେଷ୍ଟ ଫେକୁଲଟି ନିଯୁକ୍ତିରେ ମଧ୍ଯ ଜାଲିଆତି ହୋଇଥିବା ଅଭିଯୋଗ ହେଉଛି | ଅଭିଯୋଗ ପ୍ରକାରେ ଆମର ହସ୍ତଗତ ହୋଇଥିବା କେତେକ କାଗଜପତ୍ରର ତଥ୍ଯରୁ ଜଣାପଡିଛି ଯେ, ମଡେଲ ଡିଗ୍ରୀ କଲେଜ୍ ରେ ଖାଲିପଡିଥିବା ବିଭିନ୍ନ ବିଭାଗ ପ୍ରାୟ 16 ଗୋଟି ପଦବୀ ପୁରଣ ନିମନ୍ତେ ମଡେଲ ଡିଗ୍ରୀ କଲେଜ, ରାୟଗଡର ପ୍ରିନସିପାଲଙ୍କ କାର୍ଯ୍ଯାଳୟ ପତ୍ର ସଂଖ୍ଯା 490 ବାଇ ଏମଡିସି - ଆର୍, ତାରିଖ 29 ମଇ 2025ରେ ଏକ ଓ୍ବାକ୍ ଇନ୍ ଇଣ୍ଟରଭ୍ଯୁ ଡକାଯାଇଥିଲା | ସେଠାରେ ଉଲ୍ଲେଖଥିଲା ଯେ 55 ଶତକଡା ମାର୍କରଖିଥିବା ଯୁବକ ହୁଅନ୍ତୁ ଅବା ଯୁବତୀ ହୁଅନ୍ତୁ ଆବେଦନ କରିପାରିବେ ବୋଲି ଉଲ୍ଲେଖ କରି 19 06 2025 ରୁ 21.06.2025 ମଧ୍ଯରେ ଆବେଦନ କାରିଙ୍କୁ ଓ୍ବାକ୍ ଇନ୍ ଇଣ୍ଟରଭ୍ଯୁକୁ ଡକାଗଲା | କେଉଁ କେଉଁ ବିଷୟ ପାଇଁ ଗେଷ୍ଟ ଫେକୁଲଟି ରଖିବେ ସେଗୁଡିକ ହେଲା | ଆନ୍ଥ୍ରୋପଲୋଜୀ, ଶୋସିଓଲୋଜୀ, ଫିଜିକ୍ସ୍, କମ୍ପୁଟର ସାଇନସ୍, କମର୍ସ, ବିବିଏ ପିପିଟି ମୋଡ୍, ପଲିଟିକାଲ ସାଇନ୍ସ, ଇକୋନ୍ଲୋମିକ୍, ବୋଟନୀ, କେମିଷ୍ଟ୍ରୀ, ମେଥ୍ ମେଟିକ୍, ଯୋଲଜୀ, ଓଡିଆ, ଇଂରାଜୀ, ଏଜୁକେଶନ୍, ଏମ୍ଏସ୍ ଡବ୍ଲୁ(ପିପିପି ମୋଡ୍)ରେ ଇତ୍ଯାଦି ବିଷୟ ପାଇଁ ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ଯୁ କରାଯାଇଥିଲା | ଏଥି ସହ ଆନ୍ଥ୍ରୋପୋଲୋଜୀ ବିଭାଗ ପାଇଁ ମଧ୍ଯ ଇମ୍ଟରଭ୍ଯୁ ଦେଇଥିବା ପ୍ରାର୍ଥୀମାନଙ୍କ ମଧ୍ଯରୁ ସାତଜଣଙ୍କ ନାମରେ 2025-26 ଆର୍ଥିକ ବର୍ଷର ଏକ ମେରିଟ୍ ଲିଷ୍ଟ କରାଗଲା | ସେହି ଲିଷ୍ଟରେ  ପ୍ରଥମରେ ରହିଥିଲେ ବିଶ୍ବଜିତ ରଥ, ଦ୍ବିତୀୟରେ ପାୟଲ ପ୍ରିତୀ ପୁସ୍ପା, ତୃତୀୟ ଅଭିନନ୍ଦନ ଆର୍ଯ୍ଯ, 4ର୍ଥରେ ମନାଲିଶା ସିଂ. ରିମାସିନୀ ମହାନନ୍ଦିଆ, ଶୁଭଶ୍ରୀ ବେହେରା ଏବଂ ଆଦେଶ ପୁଲାକା ଏମାନଙ୍କ ମଧ୍ଯରୁ ପ୍ରଥମ ଏବଂ ଦ୍ବିତୀୟ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି | ଏଠାରେ ସୂଚାଇଦେବାକୁ ଚାହୁଁଛୁ ଏହି ମେରିଟ ଲିଷ୍ଟରେ ରୀସିତା ମହାପାତ୍ରଙ୍କ ନାମ ନଥିଲା | କିନ୍ତୁ କଲେଜରେ ଥିବା 3ଟି ଆନ୍ଥ୍ରୋପୋଲୋଜି ପଦବୀ ପାଇଁ ତିନୋଟି ପ୍ରାର୍ଥୀଙ୍କ ଆବଶ୍ଯକତା ଥିଲା ଯାହା ପ୍ରିନସ୍ପାଲ ନିଜେ ଆନ୍ଥ୍ରୋପୋଲୋଜୀ ପଢାଉଥିବାରୁ ପ୍ରଥମ ଏବଂ ଦ୍ବିତୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଗଲା | ଆନ୍ଥ୍ରୋପୋଲୋଜୀର ଶିକ୍ଷୟିତ୍ରୀ ବର୍ତ୍ତମାନର ଅଧ୍ଯକ୍ଷା ବା ପ୍ରିନ୍ସପାଲ ହେବାପରେ ଆଉ ଆନ୍ଥ୍ରୋପୋଲୋଜୀ ବିଷୟ ପଢାଇବେ ନାହିଁ, ଏଣୁ ଆଉଜଣେ ଆନ୍ଥ୍ରୋପୋଲିଜୀ ଗେଷ୍ଟ ଫେକୁଲଟି ଦରକାର ବା ଆବଶ୍ଯକତା ପଡିବାର ଦର୍ଶାଇ ପୁଣି ଏକ ନିଯୁକ୍ତି ବିଜ୍ଞାପନ ବାହାର କଲେ ଯାହା କଲେଜର ପତ୍ର ବା ଚିଠି ସଂଖ୍ଯା 957 ବାଇ ଏମଡିସି- ଆର, ତାରିଖ 15.10.2025 | ଆବଶ୍ଯକ ଥିବା ତୃତୀୟ ପୋଷ୍ଟ ପାଇଁ ଚିଠି ସଂଖ୍ଯା 490 ପ୍ରକାରେ ହୋଇଥିବା ମେରିଟ୍ ଲିଷ୍ଟର ତୃତୀୟ ନମ୍ବରର ଓ୍ବେଇଟିଂରେ ଥିବା ପ୍ରାର୍ଥୀଙ୍କୁ ଠିକାଭିତିକ ନିଯୁକ୍ତ ଦେବା କଥା କିନ୍ତୁ ତାଙ୍କୁ ନଦେଇ ଦ୍ବିତୀୟ ନୋଟିଫିକେସନ୍ ବା ବିଜ୍ଞାପନ ପ୍ରକାଶ କରିବାର ଆବଶ୍ଯକଥା କଣ ରହିଥିଲା | କୁହାଯାଉଛି ନିଜ ଭଉଣୀ ରୀସିତା ମହାପାତ୍ରଙ୍କୁ ନିଯୁକ୍ତି ଦେବାପାଇଁ ମାଡାମ୍ ଏକ ଚକ୍ରାନ୍ତ କରି ପ୍ରଥମ ମେରିଟ ଲିଷ୍ଟରେ ରିସିତା ମହାପାତ୍ର ସାମିଲ ହୋଇ ନପାରିବାରୁ ଅଧ୍ଯକ୍ଷାଙ୍କୁ ଦରକାର ପଡିଲା ଦ୍ବିତୀୟ ବିଜ୍ଞାପନ ଓ ଦ୍ବିତୀୟ ମେରିଟ ଲିଷ୍ଟ୍ | ଆନ୍ଥ୍ରୋପୋଲୋଜି ଯେଉଁ ପଦବୀ ନିଜେ ଛାଡିଛନ୍ତି ସେହି ପଦବୀରେ ନିଜ ଭଉଣୀଙ୍କୁ ନିଯୁକ୍ତି ଦେବାପାଇଁ ଦ୍ବିତୀୟ  ବିଜ୍ଞାପନ ଜାରିକରି ତାଙ୍କ ଭଉଣୀ ରୀସିତା ମୋହାପାତ୍ରଙ୍କୁ ଦ୍ବିତୀୟ ମେରିଟ୍ ଲିଷ୍ଟର ପ୍ରଥମରେ ରଖି ଆନ୍ଥ୍ରୋପୋଲିଜୀ ବିଭାଗରେ ନିଯୁକ୍ତି ଦେଇଛନ୍ତି | ଆଶ୍ଚର୍ଯ୍ଯର କଥା ପ୍ରଥମ ମେରିଟ ଲିଷ୍ଟର ପ୍ରାର୍ଥିଙ୍କୁ ନିଯୁକ୍ତି ନଦେଇ ଦ୍ବିତୀୟ ଥର ଇଣ୍ଟରଭ୍ଯୁ ପାଇଁ କଲକରି ତାଙ୍କ ଭଉଣୀଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହେଉଛି |  କୁହାଯାଉଛି ରୀସିତା ଇଣ୍ଟରଭ୍ଯୁ ଦେବାକୁ ମଧ୍ଯ ଆସିନଥିବା ଅଭିଯୋଗ ହେଉଛି, ତାହା କେତେ ଦୂର ସତ କଲେଜର ଲାଗିଥିବା ସିସିଟିଭି ଫୁଟେଜ ଦେଖିଲେ ବେସ୍ ଜଣାପଡିବ ! ପୁଣି ମଧ୍ଯ ଖବର ରହିଛି ତଥ୍ଯ ଲୁଚାଇବା ଉଦ୍ଧେଶ୍ଯରେ ସିସିଟିଭିକୁ ମଧ୍ଯ ଅକାମୀ କରାଯାଇଥିଲା | ଏଜୁକେସନର ଫେକଲଟି କୌଣସି କାରଣ ଯୋଗୁଁ ପଦଛାଡିବାରୁ ତାଙ୍କ ସ୍ଥାନରେ ସେହି ବିଭାଗର ମେରିଟ୍ ଲିଷ୍ଟର ଅନ୍ଯଜଣଙ୍କୁ ନିଯୁକ୍ତି ଦିଆଯାଇପାରିଲା କିନ୍ତୁ ନିଜ ଭଉଣୀଙ୍କୁ ନିଯୁକ୍ତି ଦେବା ପାଇଁ ଦ୍ବିତୀୟ ବିଜ୍ଞାପନ ବାହାର କରି ମେରିଟ ଲିଷ୍ଟର ପ୍ରଥମରେ ରଖି ନିଯୁକ୍ତି ଦେଇଥିବା ଅଭିଯୋଗ ହେଉଛି, ଏହାର ତଦନ୍ତ କରାଯାଉ |  ଏଭଳିକି ବିଭାଗୀୟ ଅଧିକାରୀ ମାନେ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରିବା ଏବଂ ତାଙ୍କ ଉପରେ ଅନ୍ଯାୟ, ଅତ୍ଯାଚାର ଭଳି କାର୍ଯ୍ଯକ୍ରମ କରିଥିବାରୁ ଗତ ସପ୍ତାହରେ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ଯରେ ଆନ୍ଦୋଳନର ମୁଣ୍ଡ ଟେକିଥିଲା | ଉଚ୍ଛ ଶିକ୍ଷା ବିଭାଗର କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଠି ଦେଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ବିହୀତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି |

70
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter