08-Jan-2022
ପୋଡକାଷ୍ଟ :
କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଥିବା ନାଲକୋ କାରଖାନା ଏସିଆ ମହାଦେଶର ସର୍ବ ବୃହୋତ୍ ଆଲୁମିନା ରିଫାନାରୀ ପ୍ଲାଣ୍ଟ୍ | ଆଜିକୁ ଦୀର୍ଘ 42 ବର୍ଷ ପୂର୍ବେ ସର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ସୁଭାରମ୍ବ କରାଯାଇଥିଲା | ଆଜିର ଏହି ଦିନକୁ ନାଲକୋ କାରଖାନା ପକ୍ଷରୁ 42 ତମ ପ୍ରତୀଷ୍ଠା ଦିବସ ରୂପେ ପାଲନକରାଗଲା | ଆଜି ଏଠାରେ ନାଲକୋ ରୁ ବରିଷ୍ଠ ଅଧିକାରୀ ମାନେ ତଥା, ଶ୍ରୀ ଆରଏସ ଦାଶ(ଇଡି), ଶ୍ରୀ ଅରୁଣ କୁମାର ଦାସ, ଶ୍ରୀ ଆର୍ ଗୁରେଶ( ଜିଜିଏମ୍), ଶ୍ରୀ ଭୀମସେନ୍ ପ୍ରଧାନ(ଜିଜିଏମ୍), ଶ୍ରୀ ଏସ୍କେ ପାଢୀ( ଜିଜିଏମ୍ ପ୍ରଜେକ୍ଟ) ଶ୍ରୀ ପି. ପାତ୍ର(ଜିଜିଏମ୍, ଏସପିପି), ଶ୍ରୀ ଏନ୍ ମହାରଣା (ଜିଜିଏମ୍), ଶ୍ରୀ ବିକେ ପଣ୍ଡା, ଶ୍ରୀ ବିକେଦାସ ସମେତ ନାଲକୋର ଅନେକ କର୍ମଚାରୀ ଉପସ୍ଥିତ ରହି କାଯ୍ୟ ତୁଲାଇ ଥିଲେ | ଆଜି ଏଠାରେ ଉପସ୍ତିତ ଥିବାମୁଖ୍ୟ ଅତୀଥି ଆର ଏସ୍ ଦାସ୍ ଏବଂ ତାଙ୍କ ସୋହଯୋଡିତ ଥିବା ଅତିଥି ସମସ୍ତେ ପ୍ରଥମେ ଠାକୁରଙ୍କୁ ଦର୍ଶନ କରିଧୂପ ,ଦୀପ ଜାଲି ନିଜନିଜ ଆଶନ ଗ୍ରହଣକଲେ | ଉପସ୍ଥିତ ଥିବା ମୁଖ୍ଯ ଅତିଥି ଶ୍ରୀଦାସ୍ ବକ୍ତବ୍ୟ ଆରମ୍ବକଲେ ଏବଂ ଅଞ୍ଚଲର କିଛିବୃଦ୍ଧ ମାଁ ମାନଙ୍କୁ କମ୍ବଳ, ଛତା ବଣ୍ଟନ କରିଥିଲେ ଏବଂ ଦାମୋନଯୋଡି ମାଲୁସାନ୍ତା ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ରେ ସର୍ବଚ୍ଚ ନମ୍ବର ରଖି ଆସୁଥିବା ଛାତ୍ରୀ ଆନିଶା ପାଙ୍ଗି, ସୁଷମିତା ଜାଲା, ପ୍ରିୟା ହୋନ୍ତାଳ, ରିଫା ତୁରୁକ୍, ଏମାଙ୍କୁ ମଧ୍ୟ ନାଲକୋ ପକ୍ଷରୁ ବ୍ୟାଗ୍ ଏବଂ ପାଠାପଢା ଆବଶ୍ୟକ ଖାତା କଲମ ପେନ୍ ପେନସି୍ ଆଦି ଛାତ୍ରୀ ଙ୍କୁ ନାଲ୍କୋ ଇଡି ହସ୍ତାନ୍ତର କରିଥିଲେ ଏବଂ ଦାମୋନଯୋଡି ସ୍ତିତ ଟାଉନ୍ ସିପ୍ ର ମୁଖ୍ୟ ଫାଟକ ସମୁଖରେ I LOVE YOU DAMANJODI ର ଏକ ଟ୍ରେସ୍ ଉଦ୍ଘାଟନ କରିଥିଲେ ଦୀର୍ଘ1ବର୍ଷ ଧରୀ କୋଭିଡ ଥିଲେ ସୁଧା କୋଭିଡ ଗାଇଡ଼୍ ଲାଇନ୍କୁ ପାଲନକୁ ଦୃଷ୍ଟିରେ ରଖି ନାଲକୋରେ ବର୍ଷକ ମଧ୍ୟରେ108କୋଟି ପ୍ରଡକ୍ଟ କରିଥିବା ଇଡି ଶ୍ରୀ ଆର୍ ଏସ୍ ଦାଶ୍ ପ୍ରକାସ କରିଛନ୍ତି ଏବଂ ଅଞ୍ଚଳର ବିକାସତୁ ନେଈ ମଧ୍ୟ କିଛି ବକ୍ତବ୍ୟ ଦେଇଛନ୍ତି |