• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଗ୍ରାମୀଣ

17-Jun-2025

ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ମା ସିତାଲାମା କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ , ରେଖାଲଗୁଡ଼ା ଟିମ୍ ବିଜୟୀ

ରାୟଗଡ଼(ପିଆର)ତା ୧୫/୦୬ ରିଖ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ନାଗାବଳୀ ୟୁଥ୍ କ୍ଳବ୍ ବୁଡ଼ାଗୁଡ଼ାଙ୍କ ଦ୍ବାରା ଆୟୋଜିତ  ମା ସିତାଲାମା କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଉଛି ଏଥିରେ ମୋଟ ୩୬ ଟି ଟିମ୍ ମଧ୍ୟରେ ଖେଳ ହୋଇ ଥିବା ବେଳେ ଫାଇନାଲ ଖେଳ ଧାମୁଣିପଙ୍ଗା ଓ ରେଖାଲ ଗୁଡ଼ା ଟିମ୍ ମଧ୍ୟରେ ଖେଳ ହୋଇଥିଲା ଏଥିରେ ରେଖାଲଗୁଡ଼ା ଟିମ୍ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ମୋଟ ସାତ ୱିକେଟ ରେ ମୋଟ ୯୧ ରନ୍ କରିଥଲେ ଏହି ରନ୍ କୁ ପିଛା କରି ଧାମୁଣିପଙ୍ଗା ଟିମ୍ ମୋଟ ୩୦ ରନ୍ ରେ ଅଲ୍ ଆଉଟ୍ ହୋଇ ଯିବା ପରେ ରେଖାଲଗୁଡ଼ା ଟିମ୍ ବିଜୟୀ ଘୋଷଣା ହୋଇଥିଲା। ଏହି ଖେଳରେ ସନ୍ତୋଷ ଗୌଡ଼ ଓ ସୌରଭ ଏମ୍ପ୍ୟାର୍ ଭାବେ ରହିଥିଲେ ଏଵଂ ମୁଖ୍ୟ ଅତିଥି ଭାବେ ବୁଡ଼ାଗୁଡ଼ା ଗ୍ରାମର ସମାଜସେବୀ ସିମାଞ୍ଚଳ ନାଡ଼ିମିଣ୍ଟି  ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ରହି ବିଜେତା ଟିମ୍ ଏଵଂ ରନର ଟିମ୍ କୁ ଟ୍ରଫି ସହ ଅର୍ଥରାଶି ପୁରସ୍କାର ସହକାରେ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଖେଳ ପ୍ରେମୀ ଙ୍କ ଭିଡ଼ ଜମିଥଲା।

113