• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଖେଳ

29-Sep-2025

ପାକିସ୍ତାନକୁ ଧୂଳି ଚଟାଇ ଭାରତ ଏସିଆ କପ୍ ଚାମ୍ପିୟନ

ନୂଆଦିଲ୍ଲୀ:ପାକିସ୍ତାନକୁ ଫାଇନାଲରେ ପରାସ୍ତ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ୧୪ ଦିନ ମଧ୍ୟରେ କ୍ରମାଗତ ୩ୟ ଥର ପାଇଁ ପାକିସ୍ତାନକୁ ଭାରତ ଧୁଳି ଚଟାଇଛି। ୯ମ ଥର ପାଇଁ ଭାରତ ଏସିଆ କପ୍ ଜିତିଛି।  ୨୦୨୫ ଏସିଆ କପର ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଭାରତ ଏସିଆ ଚମ୍ପିୟାନ ହୋଇଛି।ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୬ ରନ କରିଥିଲା।ଜବାବରେ ଭାରତୀୟ ଦଳ ୧୯.୪ ଓଭରରେ ଲକ୍ଷ୍ୟ ହାସଲ କରିଛି। ଭାରତୀୟ ଦଳ ପକ୍ଷରୁ ବୋଲିଂରେ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ।ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୬ ରନ କରିଥିଲା। ଜବାବରେ ଭାରତୀୟ ଦଳ ୧୯.୪ ଓଭରରେ ଲକ୍ଷ୍ୟ ହାସଲ କରିଛି। ଭାରତୀୟ ଦଳ ପକ୍ଷରୁ ବୋଲିଂରେ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ।ଜବାବରେ ଭାରତୀୟ ଦଳ ୧୯.୪ ଓଭରରେ ଲକ୍ଷ୍ୟ ହାସଲ କରିଛି। ଭାରତୀୟ ଦଳ ପକ୍ଷରୁ ବୋଲିଂରେ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ।ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୬ ରନ କରିଥିଲା। ଜବାବରେ ଭାରତୀୟ ଦଳ ୧୯.୪ ଓଭରରେ ଲକ୍ଷ୍ୟ ହାସଲ କରିଛି। ଭାରତୀୟ ଦଳ ପକ୍ଷରୁ ବୋଲିଂରେ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ।

        ବ୍ୟୁରୋ ରିପୋର୍ଟ ଜିଟିଭି ଭାରତ ଓଡ଼ିଆ।

102