• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଗ୍ରାମୀଣ

27-Nov-2025

ସମ୍ବିଧାନ ପ୍ରତିଷ୍ଠାର 76 ତମ ଓ ଆମଆଦମୀ ପାର୍ଟିର 14ତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ, ଗାଁ କୁ ଗଲା ଆପ୍, ଗାଁ ର ବିକାଶ ପାଇଁ ଗୁରୁତ୍ବ ଦେବା ଅବସରରେ ସମ୍ବିଧାନ ଓ ଦଳର ପ୍ରତିଷ୍ଠା ଦିବସ ଗ୍ରାମାଞ୍ଚଳରେ ପାଳନ କରି ଦଳର ଆଭିମୁଖ୍ଯକୁ ସ୍ପଷ୍ଟ କରିଛନ୍ତି | ରାଜ୍ଯ ସଂଗଠକ ସମ୍ପାଦକ ତଥା ରାୟଗଡ ଜିଲ୍ଲା ଆବାହକ ଜନ୍ମେଜୟ ସ୍ବାଇଁ |  2025 ନଭେମ୍ବର 26 ତାରିଖ ଦିନ ରାୟଗଡ ଜିଲ୍ଲା ସଦର ବ୍ଲକ ଦୁର୍ଗାପାଡୁ ପଞ୍ଚାୟତର ଶିକାବାଡୀ ଗ୍ରାମରେ ପାଳନ କରିବା ସହ ଜନସଚେତନ କରାଯାଇଛି | ଏହି କାର୍ଯ୍ଯକ୍ରମରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଟି.ସାଙ୍ଗନା, ବିଷମ କଟକ ବିଧାନସଭା କ୍ଷେତ୍ର ସଭାପତି ରମେଶ ପାତ୍ର, ସାଧୁରାମ ନାୟକ, ସୁନ୍ଦର କାଡ୍ରକା,ବିଜୁ ଖିଲକା, ସନ୍ତୋଷ ପାଇକ, ମାନି ପୁଆଲା, ସବିତା କାଡ୍ରକା, ମେରି କାଡ୍ରକା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ | ସଭାରେ ଆଖପାଖ ଗ୍ରାମର ପ୍ରାୟ 5ଶହରୁ ଉର୍ଦ୍ଧ ମହିଳା, ପୁରୁଷ, ଯୁବବର୍ଗ ଯୋଗଦେଇ ଏକ ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରି ସଭାସ୍ଥଳକୁ ପହଞ୍ଚିଥିଲେ | ଏହି ଅବସରରେ ଦଳ ପକ୍ଷରୁ 5 ଗୋଟି ଦାବୀ ସମ୍ପର୍କରେ ଆଲୋକପାତ କରିଥିଲେ ଜିଲ୍ଲା ସଭାପତି ଜନ୍ମେଜୟ ସ୍ବାଇଁ ଦାବୀ ଗୁଡିକ ମଧ୍ଯରୁ 60 ବର୍ଷରୁ ଉର୍ଦ୍ଧ ମା ଓ ଭଉଣୀ ଏବଂ ଦିବାଯାଙ୍କ ମାନଙ୍କୁ 3000 ଟଙ୍କା ଭତ୍ତା(ସାମାଜିତ କଲ୍ଯାଣ) ଦେବା ଆମର ଦାବୀ | 18 ବର୍ଷରୁ ଉର୍ଦ୍ଧ ଓଡିଶାର ପ୍ରତ୍ଯେକ ମହିଳା ମାନଙ୍କୁ ମାସିକ 1000ଟଙ୍କା(ସମ୍ମାନ ରାଶି) ପ୍ରଦାନ କରିବା ଆମର ଦାବୀ | ତୃତୀୟ ଦାବୀ 300 ଯୁନିଟ ବିଜୁଳି ଓଡିଶାର ପ୍ରତ୍ଯେକ ପରିବାରକୁ(ମାଗଣା) ଦେବା ଆମର ଦାବୀ | ଚତୁର୍ଥ ଆମ ଅଞ୍ଚଳର ପ୍ରତ୍ଯେକ ଯୁବକ, ଯୁବତୀ ମାନଙ୍କୁ ସ୍ଥାନୀୟ କମ୍ପାନୀ ମାନଙ୍କରେ ସ୍ଥାୟୀ ନିଯୁକ୍ତି ଦେବା ଆମର ଦାବୀ | ପଞ୍ଚମ ଦାବୀ ଆମ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ଯ, ବିଜୁଳୀ, ପାଣି ଓ ରୋଜଗାର ଦେବା ଆମର ଦାବୀ ବୋଲି ନେତୃମଣ୍ଡଳୀ ଦାବୀ କରିଛନ୍ତି | ସେହିପରି ଭ୍ରଷ୍ଟାଚାର ବିରୋଧରେ ଲଢିବା ଏବଂ ଜିତିବାକୁ ଆହ୍ବାନ କରିଛନ୍ତି | ଏଥି ସହ ମାଙ୍କୁ ସମ୍ମାନ ଗାଁ କୁ କାମ ମୁଣ୍ଡକୁ ଛାତ ପେଟକୁ ଭାତ, ଗାଁ କୁ ରାସ୍ତା ଗାଁକୁ ବିଦ୍ଯାଳୟ, ଗାଁ କୁ ପାଣି, ଗାକୁ ରୋଜଗାର ଆମ ପିଲାଙ୍କ ଉଜ୍ଜଳ ଭବିଷ୍ଟତ ଆମର ଲକ୍ଷ ବୋଲି ନାରା ଦେଇଛନ୍ତି |  

33
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter