• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ଗ୍ରାମୀଣ

27-Nov-2025

ଇମ୍ଫାର ୬୪ତମ ବାର୍ଷିକୋତ୍ସବ ପାଳିତ

ଥେରୁବାଲି – ୨୬ ନଭେମ୍ବର ୨୦୨୫, ତାରିଖ ଦିନ ପ୍ରଗତି ଓ ସଫଳତାର ଆଉ ଏକ ବର୍ଷ ପାର କରି, ଇମ୍ଫା ଏହାର ୬୪ ତମ ପ୍ରତିଷ୍ଠା ଦିବସ  ଓ ଇମ୍ଫାର ପ୍ରତିଷ୍ଠାତା ସ୍ଵର୍ଗତ ଡକ୍ଟର ବଂଶୀଧର ପଣ୍ଡାଙ୍କର ୯୪ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି | ଯାହାକି ଇମ୍ଫା ପରିବାର ଓ ଥେରୁବାଲି ବାସୀଙ୍କର ହୃଦୟକୁ ଛୁଇଁ ପାରିଥିଲା । 
ଆଜି ଦିନ ଘ ୧୦.୩୦ ମିନଟ ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇମ୍ଫାର ପାରି ପାର୍ଶ୍ଵିକ ୭ ଗୋଟି ପଞ୍ଚାୟତ ଥେରୁବାଲି ଅଞ୍ଚଳର ୫୦୦ ରୁ ଉର୍ଦ୍ଧ ବୃଦ୍ଧ / ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହିତ, ୩ ଜଣ ଦିବ୍ୟାଙ୍ଗ  ସ୍ଵବଲମ୍ବୀ କ୍ଷୁଦ୍ର ବ୍ୟବସାୟୀ ରେବତୀଗୁଡା ଗ୍ରାମର ଶ୍ରୀମାନ ଋକଧର ବିଡିକା ,ଅନୁଗୁଡା ର  ଶ୍ରୀମାନ ଜଗନ୍ନାଥ କରକରିଆ , ଖେଦାପଡ଼ା   ଶ୍ରୀମତି ସଂଯୁକ୍ତା ସିଂହ ଟ୧୦୦୦୦ ଙ୍କା  ଲେଖାଏଁ ଆର୍ଥିକ ସହାୟତା ଓ ଜନ୍ମରୁ ବାମ ଗୋଡ ବିକଳାଙ୍ଗଥିବା ଦରଜି ଶ୍ରୀମାନ ଜି. ସନ୍ତୋଷ ଚନ୍ଦ୍ରଶେଖର ପ୍ରଧାନୀଙ୍କୁ  ଏକ ବ୍ୟାଟରୀ ଚାଲିତ ତିନି ଚକିଆ ସାଇକଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇମ୍ଫା ଶିଳ୍ପ ଗୋଷ୍ଠୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ -ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ବିଚିତ୍ରାନନ୍ଦ ମହାପାତ୍ର ,ମୁଖ୍ୟ ଅତିଥିଭାବେ ,ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଇମ୍ଫା ଥେରୁବାଲି ର ପରିଚାଳନା ମୁକ୍ଷ୍ଯ ଶ୍ରୀମାନ ଏମ୍. ଶ୍ରୀନିଭାସ୍  ଉପସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟ, ସ୍ଥାନୀୟ ଗ୍ରାମବାସୀ ଏହି ସଭାରେ ସଭାପତିତ୍ଵ କରିଥିବାବେଳେ ଶ୍ରୀମାନ କ୍ଷିତିଶ ଚନ୍ଦ୍ର ମହାପାତ୍ର , ଉପମୁଖ୍ୟ ପରିଚାଳକ (ମାନବସମ୍ବଲ ଓ  ପ୍ରଶାଶନ ) କାର୍ଯ୍ୟକ୍ରମକୁ ପରିଚାଳନନା କରିଥିବାବେଳେ ଲୋକ ସମ୍ପର୍କ ବିଭାଗର ସହକାରୀ ପରିଚାଳକ ଶ୍ରୀମାନ ଦୀପକ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ପଞ୍ଚାୟତ ର ସରପଞ୍ଚ ବୃନ୍ଦ , ପଂଚାୟତ ସମିତି ଉପାଧକ୍ଷ୍ୟ , ସମିତି ସଭ୍ୟ , ସଭ୍ୟା , ଓ ସ୍ଥାନୀୟ ନିମନ୍ତ୍ରିତ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତିମାନେ ।  ଲୋକ ସମ୍ପର୍କ ବିଭାଗ , କାର୍ମିକ ଓ ସାଧାରଣ ପ୍ରଶାସନିକ  ବିଭାଗ,ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି , ପଂଚାୟତରାଜ ପ୍ରତିନିଧି ମାନେ ଇମ୍ଫାର ଏହି ବଦାନ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।
ସନ୍ଧ୍ୟା ଘ ୪. ୩୦ମି  ସମୟରେ ଇମ୍ଫା କାରଖାନା ପରିସର ମଧ୍ୟରେ ୬୪ ତମ ପ୍ରତିଷ୍ଠା ଦିବସ ଆନୁଷ୍ଠାନିକ ଭାବେ ପାଳନ ହୋଇଥିଲା । ଏହି ସମାରୋହରେ ଦୀର୍ଘ କାଳୀନ ସେବା ପ୍ରଦାନ କରିଥିବା ୩୦ ଜଣ ଶ୍ରମିକ ଓ କର୍ମଚାରୀମାନଙ୍କୁ ଉପହାର ଓ ମାନପତ୍ର ଦେଇ ସମ୍ମାନିତ କରାଯିବା ସହ , ଆମ ଅଞ୍ଚଳ ବିଦ୍ୟାଲୟ ମାନଙ୍କରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚନମ୍ବର ରଖି କୃତିତ୍ଵ ଅର୍ଜନ କରିଥିବା ୬ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା । ଇମ୍ଫାର  ୬୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନ୍ତଃବିଭାଗୀୟ କୁଞ୍ଜବିହାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ବିଜେତା ପ୍ରଥମ ସ୍ଥାନ ଓ ଦ୍ଵିତୀୟ ସ୍ଥାନ ପାଇଥିବା ଦୁଇ ଦଳକୁ ପୁରସ୍କୃତ କରାଯାଇଥିଲା ।  କାରଖାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇମ୍ଫା ଶିଳ୍ପ ଗୋଷ୍ଠୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ -ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ବିଚିତ୍ରାନନ୍ଦ ମହାପାତ୍ର ,ମୁଖ୍ୟ ଅତିଥିଭାବେ ,ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀମାନ କ୍ଷିତିଶ ଚନ୍ଦ୍ର ମହାପାତ୍ର , ଉପମୁଖ୍ୟ ପରିଚାଳକ (ମାନବସମ୍ବଲ ଓ  ପ୍ରଶାଶନ ) କାର୍ଯ୍ୟକ୍ରମକୁ ପରିଚାଳନନା କରିବା ସହ ସ୍ଵାଗତ ଅଭିଭାଷଣ ଓ ଧାନ୍ୟବାଦାର୍ପଣ କରିଥିଲେ ।  ଇମ୍ଫାର ଶ୍ରମିକ , କର୍ମଚାରୀ , ବିଭିର୍ଣ୍ଣ ବିଭାଗର ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗ ଉପସ୍ଥିତ ରହି ପୁରସ୍କୃତ ହୋଇଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଉତ୍ସାହିତ  କରିଥିଲେ । କାର୍ମିକ, ଲୋକ ସମ୍ପର୍କ  ଓ ସାଧାରଣ ପ୍ରଶାସନ ବିଭାଗର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ  ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଜଳଯୋଗରେ ଆପ୍ୟାୟିତ କରାଯାଇଥିଲା । ରାୟଗଡ ରୁ ଆସିଥିବା ସ୍ଵର ସାଗର ସାଂସ୍କୃତିକ ଦଳ ତରଫରୁ ଅତି ସୁନ୍ଦର ଭାବେ ଚିତ୍ତାକର୍ଷକ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଦିନଟି ଇମ୍ଫାର ପ୍ରତିଟି ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରେ ଏକ ଉତ୍ସାହ , ଉଦ୍ଦୀପନା ଓ ନୂତନ ଗର୍ବର ଅନୁଭବ ପ୍ରଦାନ କରିଥିଲା।

134
ବିଜ୍ଞାପନ

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Chaiti - 2025..

Advertisement of Utkal Alumina International LTD. Dorag..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ..

ଜିଲ୍ଲା

ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂ..

ସହର

ଜେକେ ପେପର୍ ମିଲ୍ସ, ଜେକେପୁରରେ ୩୭..

ଗ୍ରାମୀଣ

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍..

ଜାତୀୟ

ସଂକ୍ଷେପରେ 22 ତାରିଖର 21 ଗୋଟି ମୁଖ୍..

ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଚୀନ ଠାରୁ ଚେଙ୍ଗଡୁ ଜେ-୧୦ସି ଯୁଦ୍ଧ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସା..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନ..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତର..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) | "ଜିଟିଭି ଭାରତ ଡଟ୍ କମ୍" ତଥା "ଜିଟିଭି ଭାରତ ଓଡିଆ" ପୋର୍ଟାଲ କିମ୍ବା ଚାନେଲ ସମ୍ପର୍କରେ କେବଳ ରାୟଗଡ ଜୁଡିସିଆଲରେ ହିଁ ଆଇନଗତ ଆଶ୍ରୟ ନେଇପାରିବେ:ସମ୍ପାଦକ   (03-Aug-2021 03:48:00 PM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter