19-Feb-2026
ପୁରୀ ତା, ୧୫,୨.୨୬ରିଖ, ରବିବାର ଦିନ, ପୁରୀ ଲୋକନାଥ ମନ୍ଦିର ଜାଗର ପଡ଼ିଆ ଠାରେ ପ୍ରତିବର୍ଷ ଭଳି ଚ଼ଳିତ ବର୍ଷ ଦର୍ଶନାର୍ଥୀ ଭକ୍ତ ମାନଙ୍କୁ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟଷ୍ଟ୍ର ପକ୍ଷରୁ ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଲେଙ୍କା ଙ୍କ ଅଧ୍ୟକ୍ଷତା ରେ ଲୋକନାଥ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ସର୍ବତ୍ ବଣ୍ଟନ କରାଯାଇଥିଲା !ଏହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ କୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା E24 ଚିକିତ୍ସାଳୟର ମୁଖ୍ୟ ପରିଚାଳକ ରାଜେଶ୍ ମିଶ୍ର, ସୁଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସାମ୍ବାଦିକ ତଥା ଉପଦେଷ୍ଟା ପ୍ରସନ୍ନ ଦାଶ, ବରିଷ୍ଟ ସମାଜ ସେବକ ଚ଼କ୍ରଧର ମହାପାତ୍ର, ଆଡ଼ିସିନାଲ୍ ଏସ. ପି ସୁଶୀଲ ମିଶ୍ର, ସାମ୍ବାଦିକ ନାରାୟଣ ଦାସ ପ୍ରମୁଖ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେଯୋଗ ଦେଇ ପ୍ରଦିପ ପଜ୍ବଳନ କରିବା ପରେ ସମ୍ମାନିତ ଅତିଥି ପ୍ରମୁଖ ନିଜେ ଦର୍ଶନାର୍ଥୀ ଭକ୍ତ ମାନାଙ୍କୁ ସେବା ପ୍ରଦାନ କରିଥଲେ !! ଏହି କାର୍ଯ୍ୟକର୍ମ କୁ ଅନୁଷ୍ଠାନ ସମ୍ପାଦିକା ସସ୍ମିତା ଶତପଥୀ ପରି ଚ଼ାଳନା କରିବା ସହିତ ଜନତାଙ୍କୁ
ଆପଣ ସୁସ୍ଥ ଗହୁନ୍ତୁ ଆପଣ
ନିଜ ନିଜ ଅଞ୍ଚଳକୁ ସ୍ୱଚ୍ଛ୍ଯ ରଖନ୍ତୁ।ଏକ ବାର୍ତ୍ତା ର ସୁଚ଼ନା ଦେଇ ଥିଲେ ଅନୁଷ୍ଠାନ ତରଫରୁ ସମସ୍ତ
ସଭ୍ୟ ସଭ୍ୟା ଙ୍କ ମଧ୍ୟରୁ ଲତା ଦାସ, ମଦନ ମୋହନ ରାଉତ, କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ଦେ, ନମିତା ମଞ୍ଜିରୀ ଶତପଥୀ,ସାମାଜ ସେବକ ଭିମସେନ ମାଝି,ମଲ୍ହାର ମିଶ୍ର, ଝାନ୍ସୀ ମିଶ୍ର, ବେବିଲାଲ୍ ମିଶ୍ର, ସୁବାଷିନି ମାହାନ୍ତି, ମନିଷା ମହାନ୍ତି, ମୋନାଲିସା ପଡ଼ଙ୍ଗୀ,ଶରତ ରଥ ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରୋଜାଲିନ ଦାସ, ଶ୍ରଦ୍ଧାଞ୍ଚଳି ସି, ବୁଧିମତି ବାରିକ୍, ରାଜଲକ୍ଷ୍ମୀ ମାହାନ୍ତି
ଆଲୋକ ଦାସ, ସୁରେଖା ଦାସ ଗାୟତ୍ରୀ ଜେନା ଦେବା ଶିଷ ମହାପାତ୍ର ନିବେଦିତା ମିଶ୍ର ସୁପ୍ରିୟା ପ୍ରଧାନ ପ୍ରମୁଖ ସମସ୍ତ ସଭ୍ୟ ସଭ୍ୟା ମାନେ ଉକ୍ତ ସେବା କାର୍ଯ୍ୟକ୍ରମ ରେ ଶୃଙ୍ଖଳିତ ସେବା ଯୋଗାଇ
ଥିଲେ ଶେଷରେ ସଭାପତି ଶ୍ରୀଲେଙ୍କା ଦର୍ଶନାର୍ଥୀ ଭକ୍ତ
ମାନଙ୍କୁ ଶାନ୍ତି ରେ ବାବା ଲୋକନାଥ ଙ୍କୁ ଶୁଙ୍ଖଳିତ ଭାବେ ଦର୍ଶନ କରି ନିଜ ନିଜର ମାନସିକ କୁ ମଙ୍ଗଳ କାମନା ପୁରଣ କରି ନିଜ ନିଜର ବାସସ୍ଥାନକୁ ଫେରି ଯିବାକୁ ଅନୁଷ୍ଠାନ ତରଫରୁ ବାର୍ତା
ଦେଇଥିଲେ !!