8.ଚୂଡ଼ାନ୍ତ ତାଲିକା ଘୋଷଣା କଲା ଫିଫା, ୪୮ ଦଳର ୧୨୪୮ ଖେଳାଳି ଖେଳିବେ ବିଶ୍ୱକପ |
9.ରୁଷ ଦ୍ୱାରା ଦଖଲ କରାଯାଇଥିବା କ୍ରିମିଆ ଉପଦ୍ୱୀପର ଦୁଇଟି ମୁଖ୍ୟ କେନ୍ଦ୍ର ଉପରେ ଆକ୍ରମଣ କଲା ୟୁକ୍ରେନ |
10.ଓଡ଼ିଶାରେ ଗଡ଼ିବ ୩ ହାଇଡ୍ରୋଜେନ୍ ବସ୍, ଭୁବନେଶ୍ୱର-ଖୋର୍ଦ୍ଧା-କଟକ-ପୁରୀ କୋଣାର୍କ ରୁଟରେ ଚାଲିବ |
11.ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା।ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଲେ ବିରାଟ କୋହଲି |
12.କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ଓଡ଼ିଶାରେ ଚାରି ଦିନ ଧରି ଝଡ଼ବର୍ଷା ଏବଂ ବଜ୍ରପାତ ସମ୍ଭାବନା |
13.ଜାପନାରେ ଭାରତୀୟଙ୍କ ଜୀବିକା ପ୍ରତି ବଡ଼ ବିପଦ ସୃଷ୍ଟି! ବନ୍ଦ ହେବାକୁ ବସିଛି ୫,୦୦୦ ଭାରତୀୟ ରେଷ୍ଟୁରାଣ୍ଟ |
14.ରାୟଗଡ଼ରେ ଶିଶୁ ଶ୍ରମ ନିରାକରଣ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା |
05-Jun-2026
ନମସ୍କାର ଦର୍ଶକ ବନ୍ଧୁ, ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ ବିଦେଶ 14 ଗୋଟି ଗୁରୁତ୍ବପୂର୍ଣ୍ଣ ମୁଖ୍ଯ ଖବରକୁ ଆପଣଙ୍କୁ ସ୍ବାଗତ କରୁଛି ମୁଁ ରାମଦାସ, ଖବରକୁ ଶେଷଯାଏଁ ଦେଖନ୍ତୁ, ଅଧିକରୁ ଅଧିକ ଶେର କରନ୍ତୁ, ଆବଶ୍ଯକ ସ୍ଥଳେ କମେଣ୍ଟର କରି ସଚେତନ କରନ୍ତୁ, GTV BHARAT ODIA YOUTUBE ଚାନେଲକୁ ସବସ୍କ୍ରାଇଭ୍ କରିନଥିଲେ ସବସ୍କ୍ରାଇଭ୍ କରନ୍ତୁ |
1.ଓଡ଼ିଶା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି, ବିଜେଡି ଛାଡି ଭାରତୀୟ ଜନତାଦଳରେ ସାମିଲ ହୋଇଥିବା ରାଜ୍ଯସଭା ସାଂସଦ ହେଲେ ଦଳୀୟ ପ୍ରାର୍ଥୀ |
2.ଭାରତ ସମେତ ୬୦ ଦେଶ ଉପରେ ଆଉ ୧୨.୫% ଶୁଳ୍କ ଲଗାଇବ ଆମେରିକା |
3.ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ, ଭୋକ ଉପାସରେ କଟୁଛି ଜୀବନ,ମୁକୁଳାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ |
4.ଶ୍ରୀମନ୍ଦିରକୁ ନ ଆସିପାରିଲେ ମଧ୍ୟ ମହାପ୍ରଭୁଙ୍କ ହୁଣ୍ଡିରେ ଦାନ କରିବାର ସୁଯୋଗ ପାଇବେ ଭକ୍ତ।ଶ୍ରୀମନ୍ଦିର ପ୍ରଶାସନ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ଇ-ହୁଣ୍ଡି ବ୍ୟବସ୍ଥା |
5.ଭାରତରେ ଶିଶୁ ମୃତ୍ୟୁ ହାର ୨୪କୁ ହ୍ରାସ: SRS ୨୦୨୪ ରିପୋର୍ଟରେ ବଡ଼ ସଫଳତା |
6.ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ |
7.ଓଡ଼ିଶା ପୋଲିସ ପକ୍ଷରୁ "ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬" ଅନୁଷ୍ଠିତ |