07-Jun-2026
ପୁରୀ(ସ୍ବପ୍ର),ତା.06/06/026 ଶନିବାର ସମୟ ୭ଟା ରେ ସ୍ଥାନ ଜଗନ୍ନାଥ ମନ୍ଦିର ପାଖ ମଙ୍ଗୁ ମଠ ପରିସର ରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ପୁରୀ ର ଜନ୍ମଦିନ ପାଳନ ହୋଇ ଯାଇଅଛି ଏହି ଜନ୍ମଦିନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଅନୁଷ୍ଠାନର ଉପଦେଷ୍ଟା ତକ୍ରଧର ମହାପାତ୍ର ଯୋଗ ଦେଇ ପ୍ରଦିପ ପଜ୍ବଳନ କରି ଜଗନ୍ନାଥଙ୍କୁ ନିବେଦନ କରି କହିଥିଲେ ଆମ ଅନୁଷ୍ଠାନକୁ କାଳିଆ ଠାକୁର ଚାହିଁ ରଖନ୍ତୁ ଏହି ସେବା ସଂସ୍ଥା ଉତ୍ତର ଉତ୍ତର ଉନ୍ନତି ହେବା ସହ ଗୃପ ସମସ୍ତ ମୁଖ୍ୟ କର୍ମ ର୍ତ୍ତା ସଭ୍ୟସଭ୍ୟା ଙ୍କର ମଙ୍ଗଳ ହେଉ ଜନ୍ମଦିନ ଅବସର ରେ ଅନୁଷ୍ଠାନ ତରଫରୁ ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଲେଙ୍କା ଦିପଦାନ କରି ଜଗନ୍ନାଥଙ୍କୁ ଶରଣ ପଶି ଗୁହାରୀ କରି କହିଥିଲେ ଅନୁଷ୍ଠାନ ପ୍ରଭୁ ଆପଣଙ୍କୁ ଲାଗିଲା ମୋରଶେଷ ଜୀବନ ଥିବା ପଯ୍ୟନ୍ତ ମୁଁ ଅନୁଷ୍ଠାନ ପକ୍ଷରୁ ଜନତା ଙ୍କ ସେବା କରିବାକୁ ସାହାସ ଦିଅନ୍ତୁ ଜନ୍ମଦିନ ପାଳନ ଦିବସ ରେ ଉପଦେଷ୍ଟା ଶ୍ରୀଯୁକ୍ତ ନିସିତ ନନ୍ଦ ବିଭୁତି ଭୁଷଣ ନାୟକ ମୁଖ୍ୟ ନିର୍ଦ୍ଦେଶିକା ପ୍ରିୟାଶୀ ଦାସ ମଲ୍ଲାଲ ମିଶ୍ର ମୁଖ୍ୟ ସମ୍ପାଦିକା ସସ୍ମିତା ଶତପଥୀ କୋଷାଦକ୍ଷ ଲକ୍ଷ୍ମୀ ପ୍ରିୟା ଦେ ମୁଖ୍ୟ ସହ ସମ୍ପାଦିକା ନମିତା ମଞ୍ଜୁରି ଶତପଥୀ ସଜୋଜିକା ଗାୟତ୍ରୀ ଜେନା ସଭ୍ୟା ସଂଯୁକ୍ତା ବେହେରା ମେନାଲିଷା ଷଡ଼ଙ୍ଗୀ ବୁଦ୍ଧିମତୀ ବାରିକ ସୁପ୍ରିୟା ପ୍ରଧାନ ଆଲୋକ ଦାସ ଗିତାଞ୍ଜଳୀ ଦାସ ଦେବାଶିଷ ମହାପାତ୍ର ରାଜଲକ୍ଷ୍ମୀ ଦାସ ମଧୁସ୍ମିତା ମହାନ୍ତି ଶ୍ରଦ୍ଧାଞ୍ଜଳୀ ସଂଉପସଭାପତି ମଧୁୁସ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ଥିଲେ |